ରାଜ୍ୟ ନିର୍ବାଚନ କମିଶନ ଡାକିଲେ ସର୍ବଦଳୀୟ ବୈଠକ
ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ ଆଉ ପାଦେ ଆଗେଇଲେ କମିଶନ
୨୦୨୨ ଫେବୃୟାରୀ ଦ୍ବିତୀୟ ସପ୍ତାହ ସୁଦ୍ଧା ହେବ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ରାଜ୍ୟ ନିର୍ବାଚନ କମିସନ ଡାକିଛନ୍ତି ସର୍ବଦଳୀୟ ବୈଠକ। ସେପଟେ ନିର୍ବାଚନ ପାଇଁ ତିନି ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି।
#PanchayatElection #Election #ElectionCommission #AllPartyMeeting #Odisha #ArgusNews