#ପଞ୍ଚାୟତିରାଜ_ବିଭାଗର_ଗେହ୍ଲାପୁଅ !
ବେଙ୍ଗଲ ରାସ୍ତାରେ ଓଡ଼ିଶା, ସତ ପ୍ରମାଣ। ପୁଣି ସରପଞ୍ଚ ପଦ ଫେରି ପାଇଲେ କଳାହାଣ୍ଡି ସାଲେପାଲିର ସରପଞ୍ଚ। ଆବାସ ଯୋଜନାରେ ସିଲେକ୍ସନ ପାଇଁ ଯୁବତୀଙ୍କୁ ରିଲେସନ୍ ପାଇଁ ବାଧ୍ୟ କରି ଗିରଫ ହୋଇଥିଲେ। ମାମଲା ବି ଚାଲିଛି। କିନ୍ତୁ ପୁଣି ପଞ୍ଚାୟତିରାଜ ବିଭାଗରୁ ପଦବୀରେ ପୁନଃ ଅବସ୍ଥାପିତ କରିବାକୁ ଆସିଛି ନିର୍ଦ୍ଦେଶ
#Kalahandi #Panchayatiraj #Sarapanch #salepali #BJD #Odisha #ArgusNews