ନୀଳଗିରି ବ୍ଲକର ୧୨ ନଂ ଜୋନରେ ଚାଲିଛି ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । ନୀଳଗିରିରେ ବିଜେପିର ଡବଲଇଞିନ ନେତା ଥିବାବେଳେ ଟ୍ରିପଲ ଇଞିନ ନେତାଙ୍କ ବିଜୟ ପାଇଁ ଚାଲିଛି ରଣକୌଶଳ ।
#nilagiri #BJPLeader #tripleengine #PanchayatElection #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews