ପଞ୍ଚାୟତ ନିର୍ବାଚନ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କ ସମୀକ୍ଷା ବୈଠକ । ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଭର୍ଚୁଆଲରେ ସମୀକ୍ଷା କରିବେ SEC । ନିର୍ବାଚନକୁ ଅବାଧ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାରେ କରିବା ନେଇ ଆଲୋଚନା ହେବ ।
#PanchayatElection #meeting #ElectionCommission #Odisha #ArgusNews