ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁ ରେ ଦେଖିବାକୁ ମିଳିଲାଣି ରାଜନୈତିକ ମହଲ । ଘରକୁ ଘର ବୁଲି ନିଜପାଇଁ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ୨ ଜୋନର ବିଜେପି ପ୍ରାର୍ଥୀ ଦିବ୍ୟରାଜ କିସାନ ଦଳୀୟ କର୍ମୀଙ୍କ ସହିତ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ।
#sambalpur #Kuchinda #panchayatelections #bjpcandidate #campaign #Odisha #ArgusNews