#ପଞ୍ଚାୟତ_ନିର୍ବାଚନ_ପାଇଁ_ବାଜିଲା_ବିଗୁଲ
#ତାରିଖ_ଘୋଷଣା_ପରେ_ବିଧିବଧ_ଭାବେ_ପ୍ରକାଶ_ପାଇଛି_ବିଜ୍ଞପ୍ତି
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ଏବେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଲାଣି । ସେପଟେ କୋଭିଡ଼ ସଂକ୍ରମଣ ପ୍ରଚାରରେ ବାଧକ ସାଜୁଥିବାରୁ ଆୟୋଗଙ୍କ କଟକଣାକୁ ମାନି ଭର୍ଚୁଆଲ ପ୍ରଚାରରେ ଲାଗି ପଡିଲେଣି ପ୍ରାର୍ଥିଠୁ ରାଜନୈତିକ ଦଳ ।
#PanchayatElections #ElectionCommission #announcement #covidguidelines #OdishaCM #Odisha #ArgusNews