ଜଗତସିଂହପୁର ଜିଲ୍ଲାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ ପୋଲିସ ମାଜିଷ୍ଟ୍ରେଟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ କିଭଳି ଭାବରେ ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରାଯିବ ସେନେଇ ଜିଲ୍ଲାର ସମସ୍ତ ପ୍ରାଶାସନିକ ଅଧିକାରୀଙ୍କ ସହ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ପାରୁଲ ପଟୁଆରି ଆଲୋଚନା କରିଛନ୍ତି
#Jagatsinghpur #electionmeeting #ArgusNews