#ପଞ୍ଚାୟତ_ଭୋଟ୍_ପୂର୍ବରୁ_ରକ୍ତମୁଖା_ବିଜେଡି
#ତାଲିବାନୀ_ଷ୍ଟାଇଲରେ_ହାତରେ_ମାରଣାସ୍ତ୍ର_ଧରି_ବୁଲୁଛନ୍ତି_ବିଜେଡି_ଗୁଣ୍ଡା
#ରାତି_ଅଧିଆ_ଛକାପଞ୍ଝା
ସରିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର, ବଢିଲା ରାଜନୈତିକ ହିଂସା । ଏବେ ଶାସକଦଳ ରକ୍ତମୁଖା ହୋଇଥିବା ଅଭିଯୋଗ । ଭଦ୍ରକ ଚାନ୍ଦବାଲିରେ ଗୋଷ୍ଠୀ ସଂଘର୍ଷ ପରେ ସାମ୍ନାକୁ ଆସିଛି ଏମିତି କିଛି ଭିଡିଓ । ଯେଉଁଥିରେ ତାଲିବାନୀ ଷ୍ଟାଇଲରେ ମାରଣାସ୍ତ୍ର ଧରି ବିଜେଡି ଗୁଣ୍ଡା ବୁଲୁଥିବା ଅଭିଯୋଗ ହୋଇଛି ।
#Bhadrak #Chandbali #PanchayatElection #political #violence #BJD #OdishaCM #Odisha #ArgusNews