#ପଞ୍ଚାୟତ_ଲଢେଇ_ପାଇଁ_ଆରମ୍ଭ_ହେଲା_ସମରସଜ୍ଜା
ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ଆଣିଲା ନୂଆ ଷ୍ରାଟେଜି । ପଦ୍ମ ଶିବିରରେ ପ୍ରସ୍ତୁତ ହୋଇଛି ଗୁପ୍ତ ରଣନୀତି । ଏଥର ବୁଥ ନୁହେଁ, ୱାର୍ଡ ଜଗିବ ବିଜେପି । ୩୬ ହଜାର ବୁଥ ନୁହେଁ, ୯୨ ହଜାର ୱାର୍ଡ ଜଗିବାକୁ ରୁଦ୍ଧଦ୍ଵାରା ବୈଠକରେ ଗୁରୁମନ୍ତ୍ର ଦେଲେ ପ୍ରଭାରୀ ଡି.ପୁରନ୍ଦେଶ୍ଵରୀ ।
#PanchayatElection #BJP #bjd #congress #Odisha #ArgusNews