#ପଞ୍ଜାବ_ମୋହାଲିର_ଭୂମି_ଶତରୂପା !
ଓଡ଼ିଆ ପଢି କି ଲେଖି ଜାଣନ୍ତିନି। କିନ୍ତୁ ମୁହଁରେ ଅନର୍ଗଳ ଶ୍ଲୋକ ଓ ମନ୍ତ୍ର ଉଚ୍ଚାରଣ । ପ୍ରଥମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀଙ୍କ ମନ୍ତ୍ର ଉଚ୍ଚାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗଞ୍ଜାମ ବୁରୁଡି ଗାଁର ଭୂମିଙ୍କ ପରିବାର ଗତ 3 ବର୍ଷ ହେବ ମୋହାଲିରେ ରହି ଆସୁଛନ୍ତି
#ArgusNews #Odisha #ArgusNewsTV #Panjab #NonOdiaChild #JayJagannath