କୋରାପୁଟ ନନ୍ଦପୁରରେ ପଟାଙ୍ଗୀ ବିଧାୟକଙ୍କ ସମେତ ଜିଲ୍ଲା ଯୋଜନା ବୋର୍ଡ ଅଧିକାରୀଙ୍କୁ ଘେରିଲେ ଲୋକେ । ଆନ୍ଧ୍ର-ଓଡ଼ିଶା ସୀମା ଦେଖିବା ସହ ଏକ ରାସ୍ତା କାମର ଶୁଭ ଦେବାକୁ ଆସିଥିବା ବେଳେ ବିଧାୟକ ପ୍ରିତମ ପାଢ଼ୀଙ୍କୁ ଘେରିଛନ୍ତି ଲୋକେ । ଉପାନ୍ତ ଅଞ୍ଚଳରେ ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ପ୍ରଶାସନ ଅବହେଳା କରୁଥିବା ଅଭିଯୋଗ ।
#ArgusNews #Odisha #Koraput #Nandapur #PritamPadhi