ସ୍ଥାନୀୟ ବାସିନ୍ଧା କହିବା ଅନୁସାରେ କିଭଳି ଭାବରେ ସରକାରୀ ବାବୁ ବିନା କୌଣସି ସ୍ଥିତି ଅନୁଧ୍ୟାନ କରି ଜଣକ ପଟା ଜମି କୁ ସରକାରୀ ଜମିର ମାନ୍ୟତା ଦେଇ ଲଘୁ ଓ ଖଣିଜ ଉତ୍ସର ଦୀର୍ଘ ମିଆଦି ଲିଜ ବିଜ୍ଞାପନ ଦେଇପାରିଲେ l କିପରି ଭୁଲ ବିଜ୍ଞାପନ ଦେଇ ଏହି ଟେଣ୍ଡର କାର୍ଯ୍ୟକୁ ସମାପ୍ତ କରିସାରିଲେଣି ତାହା ଏବେ ସବୁଠୁ ବଡ ପ୍ରଶ୍ନ
#Malkangiri #Kalimela #TenderScam #Odisha #ArgusNews