ଓଡିଶାର ବିଦ୍ୟୁତ ଉପଭୋକ୍ତା ମାନଙ୍କ ସହ ବିଦ୍ୟୁତ ବିତରଣ କମ୍ପାନୀର ଧାକ୍କା। ଛତିଶଗଡରୁ ରାଜ୍ୟବାସୀଙ୍କ ଠାରୁ ଅଧିକ ଅନୁକମ୍ପା ଦେଖାଇଛି କମ୍ପାନୀ। ଛତିଶଗଡରେ କମ୍ପାନୀ ୨୦ପଇସା କମାଇଲା ବିଜୁଳି ଦର। ସତ ଧରାପଡିବା ପରେ ବିଭିନ୍ନ ମହଲରେ ଅସନ୍ତଷ ।
#ArgusNews #ArgusTv #Odisha #Sambalpur #electricitypricehike