#ପଦାରେ_ପଡିଲା_କି_ଅନୁଭବଙ୍କ_ଡବଲଷ୍ଟାଣ୍ଡାର୍ଡ ?
#ମିଡିଆ_ଟ୍ରାଏଲର_ଅର୍ଥ_ବୁଝିଛନ୍ତି_ତ_ବିଜେଡି_ସାଂସଦ
ସୋସିଆଲ ମିଡିଆରେ ମିଡିଆକୁ ଆକ୍ଷେପ କରି ଛାଡିଥିବା ଭିଡିଓକୁ ନେଇ ପୁଣି ଚର୍ଚ୍ଚାରେ ବିଜେଡି ସାଂସଦ ଅନୁଭବ ମହାନ୍ତି। ମିଡିଆ ଟ୍ରାଅଲ କଥା ଉଠାଇ କରିଛନ୍ତି ସମାଲୋଚନା। ଏମିତି ବି ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି ବିଜେଡି ସାଂସଦ। ଏଥର ମିଡିଆକୁ ଆକ୍ଷେପ କରି ପୁଣି ଚର୍ଚ୍ଚାକୁ ଆସିବା ପାଇଁ ପ୍ରୟାସ କରୁଛନ୍ତି ଅନୁଭବ।
#AnubhavMohanty #bjd #MP #Kendrapara #VarshaPriyadarshini #Odisha #ArgusNews