ପଦାରେ ପଡିଲା ପୋଲିସର ପାରିବା ପଣିଆ !
ସ୍କୁଟି ଚୋରି ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ନଥିବା ବେଳେ ନିଜେ ସ୍କୁଟିକୁ ଉଦ୍ଧାର କରିବା ସହ ଚୋରକୁ ଧରି ଥାନାରେ ଜିମା ଦେଇଛନ୍ତି ରାଜଧାନୀର କୁନା ବାରିକ । ଗତବର୍ଷ ଡିସେମ୍ବରରୁ କୁନାଙ୍କ ଗାଡ଼ି ଚୋରି ହୋଇଥିଲା । ତେବେ ସବୁଠୁ ବଡ଼ କଥା ହେଲେ ପୋଲିସ ଏହି ଗାଡ଼ିକୁ ରାସ୍ତାରେ ଅନେକ ବାର ଧରିବା ସହ ଫାଇନ ମଧ୍ୟ କାଟିଥିଲା
#OdishaPolice #Scooty #Loot #Bhubaneswar #commissionaratepolice #KunaBarik #Odisha #ArgusNews