ଜିଲ୍ଲାରେ କାହା ପାଇଁ ବିଜେଡି ୨୦୧୯ ନିର୍ଵାଚନ ହାରିଲା ତାକୁ ନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲା ବିଜେଡି ରାଜ୍ୟ ସମ୍ପାଦକ ଶୈଲେସ ଦାନି । ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷଣ ନଳିନିକାନ୍ତ ପ୍ରଧାନଙ୍କୁ ସେ ଦାୟୀ କରିଛନ୍ତି
#Sambalpur #BJD #BJDConflict #SaileshDani #NalinikantaPradhan #Odisha #ArgusNews