ରାଜ୍ୟର ଲୋକନୃତ୍ୟ ଘୋଡ଼ାନାଚକୁ ବଂଚାଇ ରଖି ଦେଶ ତଥା ବିଶ୍ବରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଘୋଡାନାଚ ବିଶାରଦ ଡଃ ଉଚ୍ଛବ ଚରଣ ଦାସ ଦେଶର ମର୍ଯ୍ୟାଦାଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇ ଫେରିବା ପରେ ଚୌଦ୍ୱାର ବାସୀଙ୍କ ତରଫରୁ ଭବ୍ୟ ସ୍ୱାଗତ କରିବା ସହ ଏକ ଶୋଭାଯାତ୍ରାରେ ଚୌଦ୍ୱାର ପରିକ୍ରମା କରାଯାଇଥିଲା । ସେ ତାଙ୍କ ଜୀବନ ଯାତ୍ରାର ସଫଳତା ଓ ସଂଘର୍ଷ ବିଷୟରେ କଣ କହୁଛନ୍ତି ଆସନ୍ତୁ ଶୁଣିବା
#Cuttack #DrUchhbacharanDas #FolkDance #PadmasriAward #ArgusNews