କଳା କ୍ଷେତ୍ରରେ ଓଡ଼ିଶାର ସୁଦର୍ଶନ ସାହୁ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଅର୍ଗସ ନ୍ୟୁଜ ସହ
ସ୍ଵତନ୍ତ୍ର ସାକ୍ଷାତକାରରେ ସେ କିଛି ଦାବି ରଖିଛନ୍ତି । ଆଶା କରିଛନ୍ତି ନିକଟ ଭବିଷ୍ୟତରେ ତାଙ୍କ ଦାବି ପୂରଣ ହେବ ।
#SudarshanSahoo #IndianSculptureArtist #PadmaVibhusanAward #VeteranSculptor #Odisha #ArgusNews