#ପବ୍ଲିକ_କରୁଛନ୍ତି_ନିଜ_ପାଇଁ_ନିଜେ_ପେଟ୍ରୋଲିଂ
* ନାହିଁ ଷ୍ଟ୍ରିଟ ଲାଇଟ୍ ସଂଯୋଗ
* ଗତ ଦୁଇ ମାସରେ ୪ ଘରୁ ଚୋରି
* ଅନ୍ଧାର ଯୋଗୁଁ ଅସାମାଜିକଙ୍କ ଉତ୍ପାତ
ସଚେତନ ରୁହନ୍ତୁ ଭୟଭୀତ ହୁଅନ୍ତୁ ନାହିଁ ଡାକରା ଶୁଭୁଛି । କଟକ ସିଡିଏ ୧୩ ଅଞ୍ଚଳରେ ରହୁଛନ୍ତି ୫୦୦ ରୁ ଉର୍ଦ୍ଧ ପରିବାର ହେଲେ ସନ୍ଧ୍ୟା ହେଲା ମାତ୍ରେ ଲାଗି ରହୁଛି ଭୟ !
#Cuttack #public #Petroling #harassment #CDA #antisocial #Family #ArgusNews #Odisha