#ପରଲୋକରେ_ପଦ୍ମଶ୍ରୀ_ନନ୍ଦ_ସାର
କରୋନାରେ ଆକ୍ରାନ୍ତ ହୋଇ ୧୦୪ ବର୍ଷ ବୟସରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଯାଜପୁର କନ୍ତିରା ଗାଁର ନନ୍ଦ ସାର୍ ବିନା ପାରିଶ୍ରାମିକରେ କୁନି କୁନି ପିଲାଙ୍କୁ ଶିକ୍ଷାଦାନ କରୁଥିଲେ । ଆଜି ନନ୍ଦ ସାରଙ୍କୁ ଝୁରୁଛି ଚାଟଶାଳୀ ।
#Jajpur #Kantiravillage #NandaSir #PadmaShri #word #NandaKishorePrusty #President #Odisha #ArgusNews