ଅମଡ଼ା ବାଟରେ ମାଡି ଯାଇଥିବା ସେ ଗୋଟେ ଖିଆଲି ନାୟିକା । ମଲାଜହ୍ନରେ ଜୀବନର ହସ ଭରିଥିବା ସେ ଗୋଟେ ସୁନ୍ଦରୀ ଝରଣା । ଓଡ଼ିଆ ସିନେମାକୁ ଅଦିନ ମେଘର ଭେଟି ଦେଇଥିବା ସେ ଜଣେ ଅନନ୍ୟ ଅଭିନେତ୍ରୀ ।
#Odisha #OdiaCenema #odiaactress #JharanaDas #ArgusNews