#ଖବର_ପଢୁଛିନ୍ତି_ଉପେନ୍ଦ୍ର_କୁମାର_ପାହାଡ଼ସିଂହ
ପରଲୋକରେ ଲୋକପ୍ରିୟ ସମ୍ବାଦ ପାଠକ ଉପେନ୍ଦ୍ର କୁମାର ପାହାଡସିଂ। 90 ଦଶକର ରେଡିଓର ଏହି ସମ୍ବାଦ ପାଠକ 86 ବର୍ଷ ବୟସରେ ଆରପାରିରେ । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ମତ୍ୟୁ ହୋଇଛି।
#ArgusNews #Odisha #newsreade #upendrakumarpahadsingh #death