#ମାଟ୍ରିକ_ପରୀକ୍ଷାରେ_ପୁଣି_ବିଭ୍ରାଟ
ପରିକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଅଦଳବଦଳକୁ ନେଇ ଦେଖିବାକୁ ମିଳିଛି ବିବାଦ । କଟକ ବୋର୍ଡ଼ ହାଇସ୍କୁଲ କେନ୍ଦ୍ର ପରିସରରେ ଏଭଳି ଘଟଣା ଘଟିଛି । ପ୍ରାୟ ୨୦ ଜଣ ପରୀକ୍ଷାର୍ଥୀ ଙ୍କୁ ଆଜି ରେଗୁଲାର ବଦଲରେ ଏକ୍ସ ରେଗୁଲାର ଓ ଏକ୍ସ ରେଗୁଲାର ବଦଲରେ ରେଗୁଲାର ପ୍ରଶ୍ନ ପତ୍ର ମିଳିଥିବା ଅଭିଯୋଗ କରିଛନ୍ତି ପରିକ୍ଷାର୍ଥୀ ।
#ArgusNews #Odisha #Cuttack #MatricQuestionPaperDispute