#ପରିଣତ_ବୟସରେ_ଋୁକ୍ମିଣୀଙ୍କ_ଉପରେ_ଛିଣ୍ଡି_ପଡିଛି_ଦୁଃଖର_ପାହାଡ
ଭଙ୍ଗା ଦଦରା ଏହି ଝୁମ୍ପୁଡି ଘର ଉପରେ ସତେ ଯେମିତି ଛିଣ୍ଡି ପଡିଛି ଦୁଃଖର ପାହାଡ଼ । ଭିନ୍ନକ୍ଷମ ଭେଣ୍ଡିଆ ପୁଅକୁ ଧରି କର୍ମକୁ ଆଦରି ପଡି ରହିଛନ୍ତି ରୁକ୍ମିଣୀ ଜାନି । ମାଲକାନଗିରି କୁମୁଟିଗୁଡାର ରୁକୁ୍ଣୀ ପରିବାର ଆଗରୁ ଏମିତି ନଥିଲା । ସ୍ବାମୀଙ୍କ ମୃତ୍ୟୁ ପରେ ରୋଜଗାରିଆ ପୁଅ ଚିଙ୍ଗୁଡକୁ ନେଇ ବେଶ ଖୁସିରେ ଥିଲେ ରୁକ୍ମିଣୀ ।
#Malkangiri #RukminiJani #Rukunifamily #Kumutiguda #helthissue #help #OdishaCM #Odisha #ArgusNews