ପରିତ୍ୟକ୍ତ ଅବସ୍ଥାରେ ୱେଷ୍ଟ ଟୁ ଆର୍ଟ ମ୍ୟୁଜିୟମ। ୨ବର୍ଷ ଗଲାନି, ଏବେଠୁ ଅଲୋଡା ହୋଇପଡିରହିଛି ଏହି ମ୍ୟୁଜିୟମ। ଖୋର୍ଦ୍ଧା ଜିଲ୍ଲା କଳିଙ୍ଗ ନଗର କେ-୭ରେ ନିର୍ମାଣ ହୋଇଥିଲା ରାଜ୍ୟର ପ୍ରଥମ ବର୍ଜ୍ୟବସ୍ତୁ ମୁକ୍ତାକାଶ ସଂଗ୍ରହାଳୟ। ଦେଶର ୧୬ଜଣ ବଛାବଛା ଶିଳ୍ପୀ ବର୍ଜ୍ୟବସ୍ତୁରେ ଭରିଥିଲେ ପ୍ରାଣ। ମାତ୍ର ଆଜି ଏହା ଅନାଥ ହୋଇପଡିରହିଛି।
#WestMuseum #Bhubaneswar #Odisha #ArgusNews