#ପରିବା_ଉପରେ_ପଶ୍ଚିମ_ଝଡ_ମାଡ
ଅଦିନିଆ ବର୍ଷା ଯୋଗୁ ଉଜୁଡିଲା ପରିବା ଚାଷ । କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଶହ ଶହ ଚାଷୀ ପରିବା ଚାଷ କରିଥିଲେ । ମାତ୍ର ପଶ୍ଚିମ ଝଡ ଯୋଗୁ ପରିବା ଚାଷ ପ୍ରଭାବିତ ହୋଇଛି । ଏକର ଏକର ଜମିର ଫସଲ ନଷ୍ଟ ହୋଇଛି ।
#keonjhar #Aanandpur #farmersissue #Cropdestroyed #storm #affected #ArgusNews