ସ୍ଥଳ ଭାଗ ମୁହାଁ ବାତ୍ୟା ଜୱାଦ । ଆସନ୍ତା କାଲି ଠାରୁ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ । ବାତ୍ୟା ପୂର୍ବରୁ ଲୋକଙ୍କ ମନରେ ଭୟ ଦେଖା ଦେଇଛି । ଅତ୍ୟାବଶ୍ୟକ ସାମଗ୍ରୀ ନେବା ପାଇଁ ଛତ୍ରବଜାରରେ ଆଜି ଭିଡ଼ ଦେଖିବାକୁ ମିଳିଥିଲା । ବାତ୍ୟା ପୂର୍ବରୁ ପରିବା ଦର 50 ଟପିଥିବା ବେଳେ ଗତ ତିନିଦିନ ଭିତରେ ଆଳୁ ଧଡ଼ା ପ୍ରତି 25 ଟଙ୍କା ବୃଦ୍ଧି ପାଇଛି ।
#Odisha #ArgusNews #vegetables #VegetablePrice #VegetablePriceHike