ମାତ୍ର ୯୦ ସେକେଣ୍ଡ୍ ମଧ୍ୟରେ ହୋଇପାରିବ ମାଟି ପରୀକ୍ଷା ା ଆଇଆଇଟି କାନପୁରର ଏକ ମହତ୍ବପୂର୍ଣ୍ଣ ଉଦ୍ଭାବନ ା ଫାଉଣ୍ଡେସନ୍ ଫର୍ ଇନୋଭେସନ୍ ଆଣ୍ଡ୍ ରିସର୍ଚ୍ଚ ଇନ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ବିଭାଗ ତରଫରୁ ନିର୍ମାଣ କରାଯାଇଛି ଏମିତି ଏକ ଡିଭାଇସ୍ ଯାହାଦ୍ବାରା ମାତ୍ର ଦେଢ଼ ମିନିଟ୍ ବା ୯୦ ସେକେଣ୍ଡ ମଧ୍ୟରେ ମାଟିର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ପାରିବ
#Kanpur #IIT #SoilTesting #Odisha #ArgusNews