#ପରିସ୍ଥିତି_ଉଜାଡି_ଦେଲା_ସୁଖର_ସଂସାର !
କୋମଳମତି ବୟସରେ ଦୁଇ ନୀରିହ ବାଳିକାଙ୍କ ମୁଣ୍ଡ ଉପରୁ ଉଠିଗଲା ବପା ମାଆଙ୍କ ହାତ। ଦୁନିଆ କଣ ଜାଣିବା ଆଗରୁ ବାପା ହୋଇଗଲେ ନିଖୋଜ ଓ ମାଆ ହୋଇ ଗଲେ ମାନସିକ ବିକାରଗ୍ରସ୍ତ । ଅନାଥ ପରି ବଞ୍ଚୁଛନ୍ତି ଏବେ ଦୁଇ ନାବାଳିକା ଭଉଣୀ
#ArgusNews #Odisha #ArgusNewsTV #Ganjam #Brahmapur #MinorGirl