ପରୀକ୍ଷାକୁ ନେଇ ଚିନ୍ତାରେ ବିକେ ଆର୍ଟ କଲେଜ୍ ଛାତ୍ରଛାତ୍ରୀ । ପ୍ରାକ୍ଟିକାଲ୍ ଶିକ୍ଷାରୁ ବଞ୍ଚିତ ହେବା ଯୋଗୁଁ ଦକ୍ଷତା ବିକାଶ ହେଇ ପାରୁନଥିବା ଅଭିଯୋଗ ଆଣିଲେ । କୋରନା ମହାମାରୀ ଭିତରେ ସବୁଠାରେ ଅନଲାଇନ ଶିକ୍ଷାର ବ୍ୟବସ୍ଥା କରାଯାଇଛି । ଚାରୁ ଓ କାରୁକଳା ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି ।
#Bhubaneswar #bkartcollege #Practical #student #Complaint #Odisha #ArgusNews