ପ୍ରତ୍ୟକ ଦିନ ପ୍ରାୟ ୧୫୦୦ ଫୁଟ ଉଚ୍ଚ କ୍ଲୋ-ହିଚ ପାହାଡ଼ ଚଢୁଛନ୍ତି କୁନି କୁନି ପିଲା । ଆଗାମୀ ଦିନରେ ପର୍ଵତାରୋହଣ ପାଇଁ ପ୍ରସ୍ତୁତ କରୁଛନ୍ତି ନିଜକୁ ! ରାଉରକେଲା ରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଏଭଳି ଟ୍ରେନିଂ ! ଟ୍ରେନିଂ ଦେଉଛନ୍ତି ସୁନ୍ଦରଗଡ଼ ବିଶ୍ରା ଆଦିବାସୀ ଅଞ୍ଚଳର ଜଣେ ମାଉଣ୍ଟନର
#Rourkela #adventureTraining #odisha #ArgusNews