ଏ ପତିହନ୍ତା ମହିଳା ଜଣକ ହେଉଛନ୍ତି ସୁମିତ୍ରା ନାୟକ । ଯିଏ ନିଜ ସ୍ବାମୀଙ୍କୁ ସୁପାରୀ ଦେଇ, ୨ୟ ସ୍ବାମୀଙ୍କୁ ହତ୍ୟା କରିଛନ୍ତି । ଏହି ମହିଳାଙ୍କ ପ୍ରରୋଚନାରେ ଦୁର୍ବୃତ୍ତ ତାଙ୍କ ସ୍ବାମୀଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଛି ।
#balasore #khannagar #MurderCase #husband #wife #Odisha #ArgusNews