ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ପଙ୍କପାଳ ଗ୍ରାମ ପଞ୍ଚାୟତ ପଙ୍କପାଳ ଗାଁରେ ବନିତା ଦଳେଇ ଙ୍କ ଜୀବନ ବିତୁଛି ପଲଥିନି ତଳେ । ସରକାରଙ୍କର ସମସ୍ତ ଯୋଜନା ତାଙ୍କ ପାଇଁ କାଗଜ କଲମରେ ସୀମିତ ରହି ଯାଇଛି।
#Jajpur #Helpless #Banitadalai #govtyojnafailed #AwasYojna #Odisha #ArgusNews