#ପଲିଥିନ_ତଳର_ଗାଁ
#ପକ୍କାଘରର_ବଡ_ମିଛ
ପକ୍କାଘରର ବଡ ମିଛ । ବିକାଶର ପ୍ରତିଶ୍ରୁତି ଦେଲେ, ମାତ୍ର ପ୍ରତାରଣା କଲେ । ମୁଣ୍ଡ ଉପରେ ପକ୍କାଘରର ପ୍ରତିଶ୍ରୁତି ଦେଲେ, ମାତ୍ର ତାକୁ ବି ଭୁଲିଗଲେ । ପଲିଥିନ ତଳେ କଟୁଛଇ ଅନେକ ଜୀବନ । ଅନେକ ଗାଁ ରହିଛି ପଲିଥିନ ତଳେ । ଯାହାକି ସରକାରୀ ଯୋଜନାକୁ କରିଛି ଉପହାସ ।
#Mayurbhanj #Agriapanchayat #Corruption #pakkaghara #OdishaCM #Odisha #ArgusNews