ଦିନ ମଜୁରିଆ ମାନଙ୍କୁ ପକ୍କାଘର ଯୋଗାଇ ଆସୁଥିବା ଡିଣ୍ଡିମ୍ବ ପିଟୁଛନ୍ତି ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଆବାସ ଘରେ ବିଜୁ ପକ୍କାଘର ଯୋଜନାର ବୋର୍ଡ ଲଗାଇ ଭୋଟ ରାଜନୀତି କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ତାହାକୁ ପ୍ରଶାସନ ପକ୍ଷରୁ ସଠିକ ତଦାରଖ କରାଯାଉନାହିଁ। ଫଳରେ ଦୁର୍ଗମ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ପଲିଥିନ ବନ୍ଧା କୁଡିଆରେ ଜୀବନ କାଟୁଛନ୍ତି ଏକାଧିକ ଆଦିବାସୀ ପରିବାର ।
#Gajapati #Mohana #Awasyojna #HousingScheme #Corruption #Odisha #ArgusNews