#ଶିକାରୀ_ବି_ହୁଏ_ଶିକାର
#ବଣୁଆ_ମଇଁଷିଙ୍କୁ_ଜଙ୍ଗଲରାଜାର_ଭୟ
କଥାରେ ଅଛି ଶିକାରୀ ବି ହୁଏ ଶିକାର। ଜଙ୍ଗଲର ରାଜାକୁ ଗୋଡାଉଛନ୍ତି ବଣୁଆ ମଇଁଷି। ଜୀବନ ବିକଳରେ ଦୌଡୁଛି ସିଂହ। ଜୀବନ ବଞ୍ଚାଇବାକୁ ସିଂହ ଦୌଡି ଦୌଡି ଯାଇ ଗଛରେ ଚଢ଼ିଯାଉଛି। ଦେଖିଲେ ଲାଗୁଛି ଜଙ୍ଗଲର ରାଜା ଭୟରେ ବିଲେଇ ପାଲଟିଯାଇଛି। ଆପଣ ଭାବୁଥିବେ ୟେ କେମିତିକା କଥା। ଯାହାକୁ ସମସ୍ତେ ଡରନ୍ତି, ସିଏ ପୁଣି କାହାକୁ ଡରି ଲୁଚିଛି।
#odisha #ArgusNews #Lions #BUFFALO #forest