ଆଏଜ୍ ପୁସ୍ ପୁନି । ପଶ୍ଚିମ ଓଡ଼ିଶାର ସଂସ୍କୃତି ଆର୍ ପରମ୍ପରା ର ପରିଚୟ ପୁଷ ପୁନି । ପଶ୍ଚିମ ଓଡ଼ିଶା ର ବଡଖା ତିହାର୍ ,ହାଲିଆର ତିହାର୍ ଆଉ ଚାଷୀର ତିହାର । ପୁଷ ମାସର ପୁନି ତିଥିରେ ହିଁ ପୁଷ୍ପୁନି ମନା ହେସି। ଇ ଦିନ ଘରେ ଘରେ ଉସତ୍ ଆନନ୍ଦ ଦେଖ ବାର୍ କେ ମିଲିଥିଶି।
#Sambalpur #pusapurnima #festival #westernodisha #tradition #Odisha #ArgusNews