ପଶ୍ଚିମବଙ୍ଗ ବାଟରେ ଯାଉଛି କି ଓଡିଶା ରାଜନୀତି । ଟିଏମସି ପରି କାହିଁକି ରକ୍ତମୁଖା ହେଉଛି ରାଜ୍ୟ ଶାସନ କ୍ଷମତାରେ ଥିବା ବିଜେଡି । କାହିଁକି ବିରୋଧୀ ଦଳର ନେତାଙ୍କ ଉପରେ ହେଉଛି ଆକ୍ରମଣ । ଗୋଟିଏ ପଟେ ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବା କଥା କହୁଥିବା ବିଜେଡି ଦଳର ନେତାଙ୍କ ଆଭିମୁଖ୍ୟକୁ ନେଇ ଏବେ ଉଠିଛି ପ୍ରଶ୍ନ ।
#PoliticalViolence #WestBengalPolitics #OdishaPolitics #Odisha #ArgusNews