#ପଶ୍ଚିମ୍_ଓଡିଶାର୍_ମନାଯାଏସି_ଭାଇ_ଜୀଉନ୍ତିଆ
ପଶ୍ଚିମ୍ ଓଡିଶାର୍ ଭାଏ ଭଏନ୍ ର ପବିତ୍ର ସମ୍ପର୍କ କେ ନେଇକିନା ମନାଯାଏସି ଭାଇ ଜୀଉନ୍ତିଆ । କେତେ ଜାଗାନେ କାଏଲ୍ ଭାଇଁ ଜୁଏଁତିଆ ମନେଇଥିବାର ବେଲକେ ଆଏଜ୍ ଅଧାଜାଗାନେ ଜୁଏଁତିଆ ମନାବେ । ସମ୍ବଲପୁରର୍ ଭିନ୍ ଭିନ୍ ଜାଗାନେ କାଏଲ୍ କରୋନା କଟକନା ଭିତରେ ଭାଇଁ ଜିଉଁତିଆ ମନାଯାଇଛେ।
#westernodisha #brother #sisters #festival #odisha #ArgusNews