ପଶ୍ଚିମ ଓଡ଼ିଶାର ଚଷା ଘରେ ବାର ମାସେ ତେର ତିହାର ,ସେ ଭିତରୁ ପରୁଁଆ ତିହାର ଟିକେ ଅଲଗା । ଚଷା ଘରର ତିହାର ହରାଲି ଉଆଁସ ତିହାର । ଶରାବନ ମାସର କୃଷ୍ଣ ପକ୍ଷିଆ ଉଆଁସ ତିଥି ନେ କ୍ଷେତର ମାଏଟ ଦେବତା,କେ ପୁଜା କରବା ସାଙ୍ଗେ ଗାଁ ର ମାଁ ଠାକୁରାନି କେ ଦୁଃଖ ଜନାସନ ।
#ArgusNews #Odisha #festival #westernodisha