ମହିଳାଙ୍କୁ ମିଳୁନି ନ୍ୟାୟ । ଏଇ ଅଭିଯୋଗ ନେଇ ବଲାଙ୍ଗିର ପଶ୍ଚିମ ଓଡିଶା ମହିଳା ସଂଗଠନ ଡିଆଇଜିଙ୍କ ଦ୍ବାରସ୍ଥ ହୋଇଛନ୍ତି। ବର୍ତ୍ତମାନ ସମାଜରେ ମହିଳା ମାନେ ଅସୁରକ୍ଷିତ ରହିବା ସହ ହତ୍ୟା , ଦୁଷ୍କମ ବଢିବାର ଲାଗିଛି । କିନ୍ତୁ ମହିଳାଙ୍କୁ ମିଳିପାରୁନି ନ୍ୟାୟ
#Sambalpur #justicetowomen #DIGOffice #ArgusNews