ସେପ୍ଟେମ୍ବର ୧୧ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ I ଏଥିର ଲାଗି ପଲ୍ଲୀ ଠୁ ଆରମ୍ଭ କରି ସହର ସବୁଠି ଚଳଚଞ୍ଚଳ I ନିଜ ନିଜ ଇଷ୍ଟଦେବୀଙ୍କ ପାଖେ ନବାନ୍ନ ଭୋଗ ଲଗେଇ ପରିବାରର ସମସ୍ତେ ଏକାଠି ହାେଇ ନୂଆଖାଇ ପାଳନ କରିବେ । ଅନ୍ୟପଟେ ଗାଁ ଠୁ ସହର ସମସ୍ତଙ୍କ ଘରେ ଘରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆବାଳ ବୃଦ୍ଧ ବନିତା ସମସ୍ତେ ନିଜ ନିଜ ଘରେ ନୂଆଖାଇ ପ୍ରସ୍ତୁତିରେ ବ୍ୟସ୍ତ ।
#Jharsuguda #Nuakhai #ArgusNews