#ପାଇଖାନା_ଆବଣ୍ଟନରେ_ମହାଘୋଟାଲା !
7 ଜଣଙ୍କ ନାରେ ଉଠାଯାଇଛି 87 ହଜାର ଟଙ୍କା । ଏପଟେ ହିତାଧିକରୀ କହୁଛନ୍ତି କୌଣସି ଟଙ୍କା ପାଇନାହାନ୍ତି । କିନ୍ତୁ ବ୍ଲକ ପ୍ରଶାସନ ଏହାକୁ ଖଣ୍ଡନ କରିଛି । ଯଦି ହିତାଧିକରୀ ଟଙ୍କା ପାଇନାହାନ୍ତି ତେବେ ପ୍ରଶ୍ନ ଉଠୁଛି କିଏ ଏହି ଟଙ୍କା ହଡପ କଲା । ଦେଖିବା ଏହି ରିପୋର୍ଟ
#ArgusNews #Odisha #ArgusNewsTV #latrin #Corruption #Jagatsinghpur