ସରକାର ମାଳ ମାଳ ହୋଡିଂ ମାରିଛନ୍ତି,ଜଳ ହିଁ ଜୀବନ। ମୁଖ୍ୟମନ୍ତ୍ରୀଙ୍କ ହସହସିଆ ମୁଖ ହୋଡିଂରେ ଦେଖିବାକୁ ମିଳୁଛି। ହେଲେ ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ମାଢକେଲା ପଞ୍ଚାୟତର ଭୂଆଁପଡାରେ ଜଳକଷ୍ଟ। ନଦୀ କୂଳରେ ଥାଇ ବି ପିଇବା ପାଣି ପାଇଁ ହନ୍ତସନ୍ତ। ଫଳରେ ଗାଁ ଲୋକେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି।
#Balangir #WaterProblem #Votebarjan #PublicIssues #OdishaCM #ArgusNews