ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ରାଜନେତାଙ୍କ ପ୍ରଚାରରେ ସାଧାରଣ ଜନତା । ଆସନ୍ତୁ ଦେଖିବା ମୟୁରଭଞ୍ଜ ଜିଲ୍ଲା ଅଅଁଳାକୁଡା ପଞ୍ଚାୟତରେ କିପରି ରହିଛି ନିର୍ବାଚନୀ ମାହୋଲ
#Mayurbhanj #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews