ମହାମାରୀ କରୋନା ସମୟରେ ଗାଁ କୁ ଫେରିଥିବା ପ୍ରବାସୀଙ୍କୁ କାର୍ଯ୍ୟ ଯୋଗେବା ଉଦେଶ୍ୟରେ ବିଭିନ୍ନ ଗାଁକୁ ଯୋଗାଇ ଦିଆଯାଇଥିଲା ଅର୍ଥ । ହେଲେ ଗ୍ରାମର ସରପଞ୍ଚ ମାନେ ମନରେଗା ଯୋଜନାରୁ ମିଛ ବିଲ କରି ନିଜ ସମର୍ଥକ ଓ ସମ୍ପର୍କୀୟ ମାନଙ୍କ ଦ୍ୱାରା କୋଟି କୋଟି ଟଙ୍କା ହରିଲୁଟ କରିଥିବା ସାଙ୍ଘାତିକ ଅଭିଯୋଗ ହୋଇଛି ।
#Cuttack #banki #NRGS #COVID19 #coronavirus #complain #OdishaCM #Odisha #ArgusNews