ପାଖେଇ ଆସୁଛି ବାଗ୍ଦେବୀ ସରସ୍ବତୀଙ୍କ ପୂଜା। ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର। ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପର ଅଧିଷ୍ଠାତ୍ରୀ ଦେବୀ ମା ହଂସବାହିନୀ। ଦେବୀ ସରସ୍ୱତୀଙ୍କ ଆବାହନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।କିପରି ସୁନ୍ଦର ଓ ମନଲାଖୀ ମୂର୍ତ୍ତି ହେବ ସେଥିପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି କାରିଗର ।
#worship #goddessSaraswati #Statue #saraswatiStatue #maasaraswati #Bhubaneswar #Odisha #argusNews