ଆଜି ଅବପାତରେ ପରିଣତ ହେବ ଆଣ୍ଡାମାନ ସାଗର ନିକଟରେ ସୃଷ୍ଟ ଲଘୁଚାପ । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଅବପାତର ରୂପ ନେବ । ତେବେ ସମ୍ଭାବ୍ୟ ବାତ୍ୟା କେଉଁ ଜାଗାରେ ସ୍ଥଳଭାଗ ଛୁଇଁବ, ଏହାର ତୀବ୍ରତା କେତେ ରହିବ ତାହା ଆଜି ସ୍ପଷ୍ଟ ହେବ
#Cyclone #jawad #IMD #andamansea #Lowpressure #ArgusNews