ପାଖେ ପାଏନ୍, ହେଲେ ମିଣ୍ଟବାର୍ ନାଇଁ ଶୋଷ । ସରକାରଙ୍କ କାନେ ନାଇଁ ପଡବାର୍ ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ଭୂଆଁପଡା ଅଞ୍ଚଲର ଲୋକ ମାନକର୍ ଗୁହାରି । ଶେଷକେ ଭୋଟ୍ ବର୍ଜନର ଚେତାବନୀ ଦେଲେ ଗ୍ରାମବାସୀ ।
#drinkingwater #waterissue #government #statementissue #Villagers #warning #boycotvote #Balangir #Odisha #ArgusNews