ବାତ୍ୟା ଜୱାଦ ପ୍ରଭାବରେ ରାଜ୍ୟରେ ହୋଇଥିବା ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ବର୍ଷା ଯୋଗୁ ଚାଷୀଙ୍କ ଦୁର୍ଦ୍ଦଶା ବଢି ଯାଇଛି । ଲଗାଣ ବର୍ଷା ପାଚିଲା ଧାନ କିଆରିରେ ଆଣ୍ଠୁଏ ଉଚ୍ଚାର ପାଣି ଲହଡ଼ି ମାରୁଛି । ଧାନ ଗଜା ହେବାକୁ ବସିଲାଣି । ସେହିପରି ପରିବା ଚାଷରେ ବି ସମାନ ଅବସ୍ଥା ।
#Jagatsinghpur #FarmersIssue #cropdestroyed #HeavyRains #waterlogging #ArgusNews